ଦୀପାବଳି ଅବସରରେ ବାଣଫୁଟା ଓ ବାଣବିକ୍ରି ନିଷେଧ କଲେ ରାଜ୍ୟ ସରକାର: ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ନଭେମ୍ବର ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ବାଣ ଫୁଟାଇବା ନିଷେଧ ଭୁବନେଶ୍ବର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଆସନ୍ତା ଦୀପାବଳି ଅବସରରେ ବାଣଫୁଟାକୁ ନିଷେଧ କରିଛନ୍ତି ରାଜ୍ୟ ସରକାର। ଏଥିସହ ବାଣ ବିକ୍ରି ଉପରେ ମଧ୍ୟ ନିଷେଧାଦେଶ ଜାରି କରିଛନ୍ତି। ଏ ନେଇ ସ୍ବତନ୍ତ୍ର ରିଲିଫ୍ କମିସନର ଏକ ଗାଇଡଲାଇନ୍ ଜାରି କରିଛନ୍ତି। ନଭେମ୍ବର ୧୪ ତାରିଖ ଦିନ ଦୀପାବଳି ପଡ଼ୁଥିବାରୁ ଏହି ନି‌‌ଷେଧାଦେଶ ନଭେମ୍ବର ୧୦ରୁ ୩୦ ତାରିଖ … Continue reading ଦୀପାବଳି ଅବସରରେ ବାଣଫୁଟା ଓ ବାଣବିକ୍ରି ନିଷେଧ କଲେ ରାଜ୍ୟ ସରକାର: ନିୟମ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ